Ex-Army Officer Assaulted : ଧୋକାଦେଲା ଅନ୍‌ଲାଇନ ପ୍ରେମିକା; ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଉଲଗ୍ନ କରି ମାଡ଼ ମାରି ଟଙ୍କା ନେଇଗଲା

ପରିଣତ ବୟସରେ ଦ୍ୱିତୀୟ ଥର ଘର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା । ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ।

Ex-Army Officer Assaulted : ଧୋକାଦେଲା ଅନ୍‌ଲାଇନ ପ୍ରେମିକା; ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଉଲଗ୍ନ କରି ମାଡ଼ ମାରି ଟଙ୍କା ନେଇଗଲା
Array