Explosive-laden Truck Loot: ବିସ୍ଫୋରକ ଗାଡି ଲୁଟ୍: ରାଉରକେଲାରେ NIA ର ଛାନଭିନ

ସୁନ୍ଦରଗଡ଼ରୁ ବିସ୍ଫୋରକ ଭର୍ତ୍ତି ଗାଡି ଲୁଟ୍ ଘଟଣାରେ ତନାଘନା । ରାଉରକେଲାରେ NIA ଟିମ୍ । DGP ୱାଇବି ଖୁରାନିଆଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ ।

Explosive-laden Truck Loot: ବିସ୍ଫୋରକ ଗାଡି ଲୁଟ୍: ରାଉରକେଲାରେ NIA ର ଛାନଭିନ
Array