Fake Doctor Heart Surgery Scandal: ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା ନକଲି ଡାକ୍ତର

ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଥିବା ମିଶନ ହସ୍‌ପିଟାଲରେ ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଇଛି ଜଣେ ନକଲି ଡକ୍ଟର । ନିଜକୁ ବ୍ରିଟେନର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏନ୍ ଜନ୍ କାଇମ୍ ଭାବେ ପଚିଚୟ ଦେଇ, ସେ ସମ୍ପୃକ୍ତ ହସ୍‌ପିଟାଲରେ ଚାକିରି କରିଥିଲା । କିନ୍ତୁ, ତା'ର ପ୍ରକୃତ ନାମ ହେଉଛି ବିକ୍ରମାଦିତ୍ୟ ଯାଦବ । ତା' ନିକଟରେ କୌଣସି ଡାକ୍ତରୀ ଡିଗ୍ରୀ ନଥିବା ବେଳେ, ସେ ଜନ୍ କାଇମଙ୍କ ନାଁରେ ଏକ ଫେକ୍ ଡିଗ୍ରୀ ଦେଖାଇ ଚାକିରି ପାଇଥିଲା ।

Fake Doctor Heart Surgery Scandal: ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା ନକଲି ଡାକ୍ତର
Array