Fake Embassy: ପୃଥିବୀରେ ନାହିଁ ଯେଉଁ ଦେଶ, ଗାଜିଆବାଦରେ ତାର ଦୂତାବାସ...ରାକେଟର ପର୍ଦ୍ଦାଫାସ କରିଛି ଯୁପି ଏସଟିଏଫ
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ନିଜକୁ ପଶ୍ଚିମ ଆର୍କଟିକ, ସାବୋର୍ଗା, ଲୋଡୋନିଆ ଭଳି ଦେଶଗୁଡ଼ିକର ଆମ୍ବାସାଡର ଭାବେ ପରିଚୟ ଦେଉଥିଲା । ସେ ଅନେକ ଡିପ୍ଲୋମାଟିକ ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିରେ ଯାତାୟାତ କରୁଥିଲା।