Fake Police: କମିଶନରେଟ୍ ପୋଲିସର ନିଦ ହଜାଇଛି ନକଲି ଡିଏସପିର ନକଲ ଫଣ୍ଡା

ଅସଲିଙ୍କ ହୋସ୍ ଉଡ଼ାଉଛି ନକଲି ପୋଲିସ। ତା’ର ନକଲ ଫଣ୍ଡା ଆଛା ଆଛା ଖାକି ବାବୁଙ୍କୁ ଏବେ ଚିନ୍ତାରେ ପକାଇ ଦେଇଛି। ଜାଲ୍ କାଗଜପତ୍ର ଜରିଆରେ ଏବଂ ବେଶଭୂଷା ବଦଳାଇ ନକଲି ଡିଏସପି ସାଜିଥିବା ମାନସ ରଞ୍ଜନ ସେନାପତିର ଏହି ଚିତ୍ରକୁ ନେଇ କମିଶନରେଟ୍ ପୋଲିସରେ ଏବେ କମ୍ପନ।

Fake Police: କମିଶନରେଟ୍ ପୋଲିସର ନିଦ ହଜାଇଛି ନକଲି ଡିଏସପିର ନକଲ ଫଣ୍ଡା
Array