Father Stabbed Son: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...

ଦିଲ୍ଲୀର ସାଗରପୁର ଅଞ୍ଚଳରେ ପୁଅ ବାହାରେ ବର୍ଷା ହେଉଥିବା ସମୟରେ ଖେଳିବାକୁ ଯିବା ପାଇଁ ଜିଦି କରିବାରୁ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା । ହତ୍ୟା କରିବା ପରେ ପୁଅକୁ ଡାକ୍ତରଖାନା ନେଇଥିଲା, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

Father Stabbed Son: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...
Array