Father’s Promise: ଫେରିବାଲା ବାପାର ବଜ୍ର ଶପଥ...ମୁଁ ସିନା ଫେରିବାଲା, ମୋ ଝିଅ ସ୍ୱର୍ଣ୍ଣପ୍ରିୟାର ସ୍ୱପ୍ନ ସାକାର କରିବି

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ଜଣା ପଡିଯାଇଥିଲା ସ୍ଵର୍ଣପ୍ରିୟାଙ୍କ ପ୍ରତିଭା । ଈଶ୍ୱର ଦତ୍ତ ପ୍ରତିଭାରେ ଭରପୂର ସେ । ଭଲ ପାଠପଢା ସହ କରିକୁଲାର ଆକ୍ଟିଭିଟିରେ ନିପୁଣା ମଧ୍ୟ ସ୍ଵର୍ଣପ୍ରିୟା। ସଫଳତା ପରେ ସବୁଠି ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ।

Father’s Promise: ଫେରିବାଲା ବାପାର ବଜ୍ର ଶପଥ...ମୁଁ ସିନା ଫେରିବାଲା, ମୋ ଝିଅ ସ୍ୱର୍ଣ୍ଣପ୍ରିୟାର ସ୍ୱପ୍ନ ସାକାର କରିବି
Array