Fire Breaks Out at Bar in Bhubaneswar
#ବାରରେ_ଲାଗିଲା_ନିଆଁ ଭୁବନେଶ୍ୱରର ଏକ ବାରରେ ଲାଗିଲା ନିଆଁ। ବିଳମ୍ବିତ ରାତିରେ ଜନପଥରେ ଏକ କୋଠାର ତୃତୀୟ ମହଲାରେ ଥିବା ବାରରେ ନିଆଁ ଲାଗିଥିବା ସୂଚନା। ବାରଟି ତୃତୀୟ ମହଲାରେ ଥିବାବେଳେ ଦ୍ୱିତୀୟ ମହଲାରେ ଏକ କପଡ଼ା ଦୋକାନ ରହିଥିଲା। #Fire
#ବାରରେ_ଲାଗିଲା_ନିଆଁ
ଭୁବନେଶ୍ୱରର ଏକ ବାରରେ ଲାଗିଲା ନିଆଁ। ବିଳମ୍ବିତ ରାତିରେ ଜନପଥରେ ଏକ କୋଠାର ତୃତୀୟ ମହଲାରେ ଥିବା ବାରରେ ନିଆଁ ଲାଗିଥିବା ସୂଚନା। ବାରଟି ତୃତୀୟ ମହଲାରେ ଥିବାବେଳେ ଦ୍ୱିତୀୟ ମହଲାରେ ଏକ କପଡ଼ା ଦୋକାନ ରହିଥିଲା।
#Fire