Five Critically Injured in Group Clash Over Previous Enmity, Land Disputes in Cuttack

ଆଠଗଡ଼ ଗୁରୁଡ଼ିଝାଟିଆରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦକୁ ନେଇ ଓରନ୍ଦା ଓ ସୀତାରାମପୁର ଗାଁର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ, ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । #A