FM College Student Death: ଦିନ ଗଡ଼ୁଛି, ରହସ୍ୟ ପେଡି ଖୋଲୁନି
ଏଫଏମ୍ ପୀଡ଼ିତାଙ୍କୁ ନିଶ୍ଚୟ ମିଳିବ ନ୍ୟାୟ। ଆଜି ବାଲେଶ୍ବରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଅନ୍ୟପଟେ ଓଟିଭି ହାତରେ ଲାଗିଥିବା ଆଇସିସି କମିଟି ରିପୋର୍ଟରେ କେମିତି ସମୀର ସାହୁଙ୍କୁ କ୍ଲିନଚିଟ୍ ଦିଆଯାଇଛି ତାହା ଜଳ ଜଳ ହୋଇ ସାମ୍ନାକୁ ଆସିଛି। ଏପଟେ କଲେଜ ପରିସରରେ ୭ ଅଜଣା ସାଇକେଲକୁ ନେଇ ବି ବଢ଼ିଛି ସସପେନ୍ସ।