FM Student Self-Immolation Case: ‘ଦଫା ବଦଳିଲା, ଆଗକୁ ଜୋରଦାର ଆକ୍ସନ’
ଛାତ୍ରୀ ଜଣଙ୍କ ପ୍ରାଣ ହରାଇଲେଣି, ତେଣୁ ପୂର୍ବରୁ ଯେଉଁ ଦଫା ଲାଗିଥିଲା,ତାକୁ ପରିବର୍ତ୍ତନ କରାଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା, ପୀଡ଼ିତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଆଦି ଅନେକ ସଂଗୀନ ଦଫା ଲାଗିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।