FM କଲେଜ ଛାତ୍ରୀ ଘଟଣାରେ ସାଙ୍ଘାତିକ ତଥ୍ୟ ଦେଲେ ନନା: କହୁକହୁ କହିଲେ ରାଜନୀତିରୁ ସନ୍ୟାସ ….
ଭୁବନେଶ୍ୱର,୧୮।୭: FM କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ରାଜନୀତି କରାଯିବା ସହ ଏହା ମଧ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସାକରି ଏମ୍ପି ପ୍ରତାପ ଷଡ଼ଙ୍ଗୀ ସାଙ୍ଘାତିକ ବୟାନ ଆଉ କିଛି କହୁଛି। ସେ ସିଧା ସଳଖ ଭାବେ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗଆଣିଛନ୍ତି। ICC ତଦନ୍ତ କମିଟି ରିପୋର୍ଟରେ ପକ୍ଷପାତିତା କରାଯାଇଥିବା ସେ କହିଛନ୍ତି। ତେବେ ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ […] The post FM କଲେଜ ଛାତ୍ରୀ ଘଟଣାରେ ସାଙ୍ଘାତିକ ତଥ୍ୟ ଦେଲେ ନନା: କହୁକହୁ କହିଲେ ରାଜନୀତିରୁ ସନ୍ୟାସ …. appeared first on Dharitri Odia News.
ଭୁବନେଶ୍ୱର,୧୮।୭: FM କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ରାଜନୀତି କରାଯିବା ସହ ଏହା ମଧ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି (ICC) ରିପୋର୍ଟର ଖୁଲାସାକରି ଏମ୍ପି ପ୍ରତାପ ଷଡ଼ଙ୍ଗୀ ସାଙ୍ଘାତିକ ବୟାନ ଆଉ କିଛି କହୁଛି। ସେ ସିଧା ସଳଖ ଭାବେ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗଆଣିଛନ୍ତି। ICC ତଦନ୍ତ କମିଟି ରିପୋର୍ଟରେ ପକ୍ଷପାତିତା କରାଯାଇଥିବା ସେ କହିଛନ୍ତି। ତେବେ ଆଭ୍ୟନ୍ତରୀଣ କମିଟି ରିପୋର୍ଟକୁ ଅଧ୍ୟକ୍ଷ ପଦାକୁ ଆଣିଥିବା ସେ କହିଛନ୍ତି।
ICC ବୈଠକରେ HOD ସମୀର ସାହୁଙ୍କ ଗୁଣଗାନ କରାଯାଇଥିଲା ଛାତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ତରବରିଆ ଭାବେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବାର ନନା କହିଛନ୍ତି।
ଏହା ସହ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ମାମଲାକୁ ପ୍ରଭାବିତ କରିବା ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେବି ବୋଲି ଏମ୍ପି ଷଡ଼ଙ୍ଗୀ କହିଛନ୍ତି।
The post FM କଲେଜ ଛାତ୍ରୀ ଘଟଣାରେ ସାଙ୍ଘାତିକ ତଥ୍ୟ ଦେଲେ ନନା: କହୁକହୁ କହିଲେ ରାଜନୀତିରୁ ସନ୍ୟାସ …. appeared first on Dharitri Odia News.