Friends Stab Each Other: ଛୁରୀ ଭୁଷି ପରସ୍ପରର ଜୀବନ ନେଲେ ଦୁଇ ସାଙ୍ଗ, ତଦନ୍ତ ଘେରରେ ଡବଲ୍ ମର୍ଡର
ଦିଲ୍ଲୀର ତିଲକନଗର ଅଞ୍ଚଳରେ ଏକ ପାର୍କରେ ଦୁଇ ଜଣ ସାଙ୍ଗ ପରସ୍ପରକୁ ଛୁରୀ ଭୁଷି ହତ୍ୟା କରିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।