Full Pension For All Retired HC Judges: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ପୂର୍ଣ୍ଣକାଳୀନ ପେନସନ

ଅବସରପ୍ରାପ୍ତ ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ସମ୍ପୂର୍ଣ୍ଣ ପେନସନ ମିଳିବା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂରା ପେନସନ । ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ରହିବ ନାହିଁ । 

Full Pension For All Retired HC Judges: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ପୂର୍ଣ୍ଣକାଳୀନ ପେନସନ
Array