Future of Education with AI: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!

ଭବିଷ୍ୟତରେ ସ୍କୁଲରେ ଶିକ୍ଷକମାନଙ୍କ ପରିବର୍ତ୍ତେ AI ଶିକ୍ଷାଦାନ କରିବ । ଶିକ୍ଷକମାନେ ଏକାଥରକେ ବହୁ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବା ସମ୍ଭବପର ହୋଇ ପାରୁ ନଥିବା ବେଳେ ଏଆଇ ଆଗକୁ ପ୍ରତି ପିଲାଙ୍କୁ ବ୍ୟକ୍ତିଗତ ଭାବେ ପାଠ ପଢାଇବ ବୋଲି ଡୁଓଲିଙ୍ଗୋ ସିଇଓ ଲୁଇସ ୱୋନ ଆହାନ୍ କହିଛନ୍ତି ।

Future of Education with AI: ସ୍କୁଲର ସ୍ଥାନ ନେବ କି AI ? ପିଲାଙ୍କୁ ପାଠ ପଢାଇବେନି ଶିକ୍ଷକ!
Array