Gadar 3: ଆସିବ 'ଗଦର ୩'; ଭିଲେନ୍ ହୋଇ ଆସିବେ ଏହି ସୁପର୍‌ଷ୍ଟାର୍

ନାନା ପାଟେକର ନିକଟରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ସହ 'ଗଦର ୩' ର ଭିଲେନ୍ ବିଷୟରେ କଥା ହୋଇଛନ୍ତି। ଏହି ବରିଷ୍ଠ ଅଭିନେତା ଇଶାରା ଦେଇଛନ୍ତି ଯେ ତାଙ୍କୁ 'ଗଦର ୩'ରେ ଜଣେ ଭିଲେନ ଭୂମିକାରେ ଦେଖିବାକୁ ମିଳିବ।

Gadar 3: ଆସିବ 'ଗଦର ୩'; ଭିଲେନ୍ ହୋଇ ଆସିବେ ଏହି ସୁପର୍‌ଷ୍ଟାର୍
Array