Gang Of Thieves: ଧରାହେଲା ୧୦ ଜଣିଆ ଚୋର ଗ୍ୟାଙ୍ଗ, ଲୁଟ୍ ପାଇଁ ମଦଭାଟିକୁ କରୁଥିଲେ ଟାର୍ଗେଟ
ପୋଲିସ ୧୦ ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏମାନେ ମଦ ଭାଟିରୁ ତମ୍ବା ହାଣ୍ଡି ଚୋରି କରୁଥିଲେ । ଅନ୍ୟ ଏକ ଘଟଣାରେ ଢେଙ୍କାନାଳ କାମାକ୍ଷାନଗରରେ ରାତିରେ ମୁଖା ପିନ୍ଧି ଦୁର୍ବୃତ୍ତ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।