Ganjam Political Hotspot: ଗଞ୍ଜାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେପି ଓ କଂଗ୍ରେସ...ସବୁ ଦେଖି ବିଜେଡି ଚୁପ୍ କାହିଁକି ?
"ସମ୍ବିଧାନ ବଞ୍ଚାଅ" ସମାବେଶରେ ଉଭୟ ବିଜେଡି ଓ ବିଜେପିକୁ ଶାଣିତ ଆକ୍ରମଣ କରି କଂଗ୍ରେସ କହିଛି, "ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଉଭୟେ ମିଳିମିଶି ରାଜ୍ୟକୁ ଲୁଟିଲେ l ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ଭିତିରିଆ ସମର୍ଥନ ରହିଲା l ଆଗାମୀ ଦିନରେ ଓଡିଶାରୁ ବିଜେଡି ନିଖୋଜ ହୋଇଯିବ l"