Girl Dies: ହସପିଟାଲ ଯାଉଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା...BMW ଜବତ

ନୋଏଡା ସେକ୍ଟର-୨୦ରେ ଏକ ବିଏମଡବ୍ଲୁ କାର ଏକ ସ୍କୁଟିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତା’ର ବାପା ଏବଂ ମାମୁଁ ଗୁରୁତର ଭାବେ ଆହତ ହୋଇଛନ୍ତି।

Girl Dies: ହସପିଟାଲ ଯାଉଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା...BMW ଜବତ
Array