Girl Killed Her Mother with Boyfriend: ପ୍ରେମିକ ସହ ମିଶି ମାଆକୁ ହତ୍ୟା, ଇନଷ୍ଟାଗ୍ରାମ ଚାଟ୍ ଧରାଇଦେଲା ଅପରାଧ
ପ୍ରେମିକ ସହ ମିଶି ମାଆକୁ ହତ୍ୟା । ପୁରୀ ଯାଇ ମାଆର ଶେଷକୃତ୍ୟରେ ବି ସାମିଲ ହେଲା ଝିଅ । ଶେଷରେ ଇନଷ୍ଟାଗ୍ରାମ ଚାଟ ଧରାଇଦେଲା ସବୁ ଅପରାଧ। ଏଭଳି ଘଟଣା ଘଟିଛି ପାରଳାଖେମୁଣ୍ଡି ସୁଣ୍ଢି ସାହିରେ।