Gold ATM in China: ଗହଣା ଦୋକାନରେ ଭିଡ଼ କମାଉଛି ସୁନା ଏଟିଏମ୍, ଜାଣନ୍ତୁ ମିଳୁଛି କେଉଁ ସୁବିଧା
ସୁନା ଏଟିଏମ୍ ସେନେଜେନ୍ର କିଙ୍ଗହୁଡ୍ ଗ୍ରୁପ୍ ପକ୍ଷରୁ ନିର୍ମାଣ କରାଯାଇଛି । ଚୀନର ପ୍ରାୟ ୧୦୦ ସହରରେ ଏଭଳି ଏଟିଏମ୍ ସ୍ଥାପନ କରାଯାଇଛି । ଏହାର ବହୁଳ ବ୍ୟବହାରକୁ ଦେଖି ସାଂଘାଇ ସହରରେ ଏଭଳି ଆଉ ଏକ ଏଟିଏମ୍ ସ୍ଥାପନ ଯୋଜନା ହେଉଛି ।