Gold Investment Tips in Akshaya Tritiya: ଅକ୍ଷୟତୃତୀୟାରେ ସୁନା କିଣିବାକୁ ଚାହୁଁଛନ୍ତି କି... କେମିତି କରିବେ ନିବେଶ ?
ଆସୁଛି ଅକ୍ଷୟ ତୃତୀୟା । ସୁନାଦର ୧୦ ଗ୍ରାମ ପିଛା ରହିଛି ପାଖାପାଖି ଲକ୍ଷେ ଟଙ୍କା । ଦର ବଢ଼ିଥିବା ବେଳେ ଏ ସମୟରେ ଅନେକ ଲୋକ ଭାବୁଛନ୍ତି, ସୁନାରେ ନିବେଶ କରିବା ଠିକ୍ ହେବ କି ନାହିଁ ? କ’ଣ ରହିଛି ବିକଳ୍ପ, ଜାଣନ୍ତୁ ।