Gold Price Skyrockets: ଲକ୍ଷେ ମୁହାଁ ସୁନା

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ଖାସ୍ ଏଇଥିପାଇଁ ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ ।

Gold Price Skyrockets: ଲକ୍ଷେ ମୁହାଁ ସୁନା
Array