Gold Rate: ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ରେକର୍ଡ ଭାଙ୍ଗିଲା ସୁନା ଦର। ପ୍ରଥମ ଥର ପାଇଁ ୯୦ ହଜାର ଛୁଇଁଛି ଖାଣ୍ଟି ସୁନା। ବଜାରରେ ୨୪ କ୍ୟରେଟ୍ ସୁନା ୧୦ ଗ୍ରାମକୁ ୪୪୦ ଟଙ୍କା ବଢି ୯୦ ହଜାରରେ ପହଁଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ୮୨ ହଜାର ୫୦୦ ଟଙ୍କା ହୋଇଛି।

Gold Rate: ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର
Array