Good News: ଖଣି ଅଞ୍ଚଳର ଦୁଇ ଡ୍ରାଇଭର ରାଣୀ

ଚର୍ଚ୍ଚାରେ ଶକୁନ୍ତଳା ପୂର୍ତ୍ତି ଓ ବିଷୟା ପାତ୍ର। ଯୋଡ଼ାରେ ଚଳାଉଛନ୍ତି ୩୫ଟନ୍ ଓଜନ ଭଲଭୋ ଟ୍ରକ୍। OMC ଗୁଆଲି ମାଇନ୍ସରେ କାର୍ଯ୍ୟରତ ଶକୁନ୍ତଳା ଓ ବିଷୟା। ଇଚ୍ଛାଶକ୍ତି ଆଗରେ ହାର ମାନିଛି ପରିସ୍ଥିତି

Good News: ଖଣି ଅଞ୍ଚଳର ଦୁଇ ଡ୍ରାଇଭର ରାଣୀ
Array