Govinda: ଗୋବିନ୍ଦା ଦେଲେ ଖୁସି ଖବର; ବଡ଼ ପରଦାକୁ ରିଟର୍ନ… କରିବେ ଏହି ଫିଲ୍ମ୍

ଗୋବିନ୍ଦା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। କହିଛନ୍ତି - ଆଗାମୀ ଫିଲ୍ମ ପାଇଁ ଅଭ୍ୟାସ କରୁଛି।

Govinda: ଗୋବିନ୍ଦା ଦେଲେ ଖୁସି ଖବର; ବଡ଼ ପରଦାକୁ ରିଟର୍ନ… କରିବେ ଏହି ଫିଲ୍ମ୍
Array