Govinda's Family Dispute: ୮୪ଟି ଅଡିସନ୍ ପରେ ପୁଅ ପାଇଲା ଚାନ୍ସ; ଗୋବିନ୍ଦା କଲେନି କୌଣସି ସାହାଯ୍ୟ

ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ବଲିଉଡରେ ନାଁ କରିବା ପାଇଁ ସଂଘର୍ଷ କରୁଛନ୍ତି। ୮୪ଟି ଅଡିସନ୍ ଦେଲା ପରେ ଫିଲ୍ମରେ ଅଭିନୟ କରିବା ନେଇ ସୁଯୋଗ ପାଇଛନ୍ତି। ଗୋବିନ୍ଦା କିନ୍ତୁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରି ନାହାନ୍ତି।

Govinda's Family Dispute: ୮୪ଟି ଅଡିସନ୍ ପରେ ପୁଅ ପାଇଲା ଚାନ୍ସ; ଗୋବିନ୍ଦା କଲେନି କୌଣସି ସାହାଯ୍ୟ
Array