Govt Hikes MSP of Kharif Crops: ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଧାନର MSP

୬୯ ଟଙ୍କା ବଢିଲା ଧାନର MSP । ଧାନ, ଜୱାର, ବାଜରା ଇତ୍ୟାଦି ୧୪ଟି ଖରିଫ୍ ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର । ଏନେଇ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଛି ।

Govt Hikes MSP of Kharif Crops: ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଧାନର MSP
Array