GPLF Workers Union Protests: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ, ସମର୍ଥନ ଆଳରେ ନିଆଁରେ ଘିଅ ଢାଳିଲେ ବିଜେଡି ନେତା
ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ ।