Gujarat Murder Case: ମହିଳା ASIଙ୍କୁ ଗଳାକାଟି ହତ୍ୟା କଲେ CRPF ଯବାନ, ଥାନାରେ ପହଞ୍ଚି କହିଲେ କାରଣ

ଗୁଜୁରାଟର କଚ୍ଛ ଜିଲ୍ଲାର ଅଞ୍ଜାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଅରୁଣାବେନ୍ ନଟୁଭାଇ ଯାଦବଙ୍କ ଗଳା କାଟି ହତ୍ୟା କରିଛନ୍ତି ସିଆରପିଏଫ କନଷ୍ଟେବଳ ଦିଲୀପ ଡାଙ୍ଗଚିଆ।

Gujarat Murder Case: ମହିଳା ASIଙ୍କୁ ଗଳାକାଟି ହତ୍ୟା କଲେ CRPF ଯବାନ, ଥାନାରେ ପହଞ୍ଚି କହିଲେ କାରଣ
Array