Gunfire Roars at Border: ବର୍ଡରରେ ଗର୍ଜୁଛି ଗୁଳିଗୋଳା, ଛାନିଆ ସୀମାନ୍ତ ଗାଁ

ବର୍ଡରରେ ଗର୍ଜୁଛି ଗୁଳିଗୋଳା । ଯାହାକୁ ନେଇ ଛାନିଆ ସୀମାନ୍ତ ଗାଁର ଲୋକେ । ଯୁଦ୍ଧ ହେଲେ କରିବେ କ’ଣ ? ଜୀବନ ବଞ୍ଚାଇବେ କେମିତି ? ସେହି ଚିନ୍ତା ଏବେ ଘାରିଛି । ଦେଖନ୍ତୁ, ଏବେ ଭୟଭୀତ ହୋଇ କେମିତି ଜୀବନ କାଟୁଛନ୍ତି ସୀମାନ୍ତ ଗାଁର ଲୋକେ !

Gunfire Roars at Border: ବର୍ଡରରେ ଗର୍ଜୁଛି ଗୁଳିଗୋଳା, ଛାନିଆ ସୀମାନ୍ତ ଗାଁ
Array