Hamas Chief eliminated: ଗାଜାରେ ହମାସ ମୁଖ୍ୟକୁ ନିପାତ କରିଛୁ, ସଂସଦରେ ଦାବି କଲେ ନେତନ୍ୟାହୁ

ଇସ୍ରାଏଲୀ ଡିଫେନ୍ସ ଫୋର୍ସ ପୁଣି ଥରେ ଜଣେ ହମାସ ମୁଖ୍ୟଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ବୁଧବାର ଇସ୍ରାଏଲୀ ସଂସଦରେ ଏହି ବୟାନ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ଇସ୍ରାଏଲ ନିପାତ କରିଥିବା ନେଇ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି

Hamas Chief eliminated: ଗାଜାରେ ହମାସ ମୁଖ୍ୟକୁ ନିପାତ କରିଛୁ, ସଂସଦରେ ଦାବି କଲେ ନେତନ୍ୟାହୁ
Array