Hardcore Maoist Arrested: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...

ମାଓଗଡ଼କୁ ଶକ୍ତ ଝଟକା । ଧରାପଡ଼ିଲା ହାର୍ଡକୋର ମାଓନେତା କୁଞ୍ଜମ ହିଡ୍‌ମା । ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ତାକୁ ଗିରଫ କରାଯାଇଛି । ACM କୁଞ୍ଜମ ହିଡମା ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲା ।

Hardcore Maoist Arrested: ହାର୍ଡକୋର ମାଓନେତା ଗିରଫ: ୭ଟି ବଡ଼ ହିଂସାକାଣ୍ଡରେ ଥିଲା ସମ୍ପୃକ୍ତ, ଜାଣନ୍ତୁ କିଏ...
Array