Hardik Pandya: ନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା ଷ୍ଟାନ୍‌କୋଭିକ୍‌

ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ହାର୍ଦ୍ଦିକଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିଆ ଦୁବାଇ ଷ୍ଟାଡିୟମରେ ମ୍ୟାଚ୍‌ ଦେଖୁଥିବାର ନଜର ଆସିଥିଲେ। ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ଯେ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହ ଛାଡପତ୍ର ପରେ ହାର୍ଦ୍ଦିକଙ୍କ ଜୀବନରେ ପରିବର୍ତ୍ତନ ଆସିଛି।

Hardik Pandya: ନୂଆ ପ୍ରେମିକା ପାଇଁ ଖୁସିରେ ହାର୍ଦ୍ଦିକ ପାଣ୍ଡ୍ୟା; ଭାବପ୍ରବଣ ପୋଷ୍ଟ୍ କଲେ ନତାଶା ଷ୍ଟାନ୍‌କୋଭିକ୍‌
Array