HealthTips: ଅବସାଦ ଓ ଆତ୍ମହତ୍ୟା: ମାନସିକ ସ୍ଥିତି ନେଇ ସଚେତନତା
ମନଦୁଃଖ ହେବା ଆମକୁ ସାଧାରଣ ଲାଗେ। ହେଲେ ଲଗାତାର ୨ସପ୍ତାହରୁ ଅଧିକ ବିଷାଦଗ୍ରସ୍ତ ହୋଇ ରହିଲେ ଏହା ଡିପ୍ରେସନରେ ପରିଣତ ହୁଏ। ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୨୦ଜଣରେ ଜଣେ ବ୍ୟକ୍ତି ଡିପ୍ରେସନର ଶିକାର। ହେଲେ ଏହାର ସବୁଠାରୁ ମାରାତ୍ମକ ଦିଗଟି ହେଉଛି ଆତ୍ମହତ୍ୟା ପ୍ରବଣତା। ଚାଲନ୍ତୁ ଜାଣିବା କ’ଣ ଏହି ଡିପ୍ରେସନର ଲକ୍ଷଣ ଓ କେମିତି ରକ୍ଷା କରିବା ନିଜକୁ ଏଥିରୁ।