Heart Attack At Gym: ସବୁଦିନ ଭଳି ଜିମ୍ ଆସିଥିଲେ, କିଛି ସମୟ ଏକ୍ସରସାଇଜ କରିଥିଲେ...ହଠାତ ଏଭଳି ଘଟିଗଲା

ଜିମ୍ ଟ୍ରେନର ପୁନିତ କହିଛନ୍ତି ପଙ୍କଜ ଜିମ୍ ରେ ହେଭି ଏକ୍ସରସାଇଜ କରୁନଥିଲେ । ପଙ୍କଜ ଯେତେବେଳେ ଟଳିପଡିଲେ ତାଙ୍କୁ ତୁରନ୍ତ ହସପିଟାଲ ନେଇ ପାରିନଥିଲୁ । କାରଣ ପଙ୍କଜଙ୍କ ଓଜନ ୧୭୫ କେଜି ।

Heart Attack At Gym: ସବୁଦିନ ଭଳି ଜିମ୍ ଆସିଥିଲେ, କିଛି ସମୟ ଏକ୍ସରସାଇଜ କରିଥିଲେ...ହଠାତ ଏଭଳି ଘଟିଗଲା
Array