Heavy Rain In Delhi : ପ୍ରବଳ ବର୍ଷା ପରେ ରାଜଧାନୀ ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ; ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ
ଦିଲ୍ଲୀର ଏନସିଆର ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ହେବା ଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି । ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।