Heavy Rain Lashes Delhi: ଲଗାଣ ବର୍ଷାରେ ଉବୁଟୁବୁ ଦିଲ୍ଲୀ: ବୁଡ଼ିଲା ରାସ୍ତାଘାଟ, ପବନ ପାଇଁ ଶତାଧିକ ଫ୍ଲାଇଟ୍ ବାତିଲ
ପ୍ରବଳ ବର୍ଷା ପବନ ଯୋଗୁ ଦିଲ୍ଲୀରେ ଜଳପ୍ରଳୟ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ପାଣିରେ ଭାସୁଛି ଗାଡି ମୋଟର । ସେପଟେ ପ୍ରବଳ ପବନ ପାଇଁ ୧୦୦ରୁ ଅଧିକ ବିମାନ ଉଡାଣ ବାତିଲ ହୋଇଛି ।