Heavy Rainfall: ଲଘୁଚାପ ପ୍ରଭାବରେ ଲାଗିରହିବ ପ୍ରବଳ ବର୍ଷା, ସତର୍କ ରୁହନ୍ତୁ ଏହି ୪ ଜିଲ୍ଲାବାସୀ...
ଲଘୁଚାପ ପ୍ରଭାବରେ ଜାରି ରହିବ ବର୍ଷା । ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ୭ ଜିଲ୍ଲାକୁ ଅରେଞ୍ଜ୍ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି ।