High Drama At Mundali: ଦେହରେ ଥାଏ ପୋଲିସ ବର୍ଦ୍ଦି, ମହାନଦୀକୁ ଡିଆଁ ମାରିଲେ ଯୁବକ, ତା' ପରେ...
ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଯୁବକଙ୍କ ହାଇଡ୍ରାମା । ବ୍ୟାରେଜ ଗେଟ୍ ଉପରେ ଚଢି ବ୍ୟାୟାମ କରିବା ପରେ ମହାନଦୀକୁ ମାରିଲେ ଡିଆଁ । ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ।