Hina Khan: ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ବି ସାହସ ହରାଇ ନାହାଁନ୍ତି ହିନା ଖାଁ

ଆଜିକାଲି ଟିଭି ଅଭିନେତ୍ରୀ ହିନା ଖାଁ ସ୍ତନ କର୍କଟ ଭଳି ରୋଗ ଏବଂ ଚିକିତ୍ସା ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ସ୍ତନ କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି, କିନ୍ତୁ ଏଭଳି ପରିସ୍ଥିତିରେ ସେ ଆଦୌ ସାହସ ହରାଇ ନାହାଁନ୍ତି ଏବଂ ତାଙ୍କ ଜୀବନକୁ ପୂରା ଉପଭୋଗ କରୁଛନ୍ତି।