Hirakhand Express: ବଗିରୁ ଅଲଗା ହେଲା ହୀରାଖଣ୍ଡ ଏକ୍ସପ୍ରେସ୍

ଭୁବନେଶ୍ୱର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଅଲଗା ହୋଇଗଲା ବଗି । ବୈଷୟିକ ତ୍ରୁଟି ଯୋଗୁଁ ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ଟ୍ରେନ୍ । ଚାଲିଛି ଟ୍ରେନ ମରାମତି କାର୍ଯ୍ୟ ।

Hirakhand Express: ବଗିରୁ ଅଲଗା ହେଲା ହୀରାଖଣ୍ଡ ଏକ୍ସପ୍ରେସ୍
Array