Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ ।

Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ
Array