Home Guard Physical Test: ଅଧାରେ ଅଟକିଲା ଚାକିରି ସ୍ବପ୍ନ; ଦୌଡିବା ବେଳେ ଚାଲିଗଲା ଜୀବନ

ହୋମଗାର୍ଡ ଚାକିରି ପାଇଁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ସାହେବ । ସେ ଦୌଡରେ ଅଂଶଗ୍ରହଣ କରି ଦୌଡିବା ସମୟରେ ହଠାତ୍ ଗୁରୁତର ହୋଇ ତଳେ ପଡିଯାଇଥିଲେ । ପୋଲିସ ତାଙ୍କୁ ଉଦ୍ଧାରକରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

Home Guard Physical Test: ଅଧାରେ ଅଟକିଲା ଚାକିରି ସ୍ବପ୍ନ; ଦୌଡିବା ବେଳେ ଚାଲିଗଲା ଜୀବନ
Array