House Relocation: ବାରିପଦାରେ ଆଶ୍ଚର୍ଯ୍ୟ, ୧୦୦ ଫୁଟ ଦୂରକୁ ଚାଲିଲା ଘର
ଟେକ୍ନୋଲୋଜିର କମାଲ୍ । ଘର ସିଫ୍ଟିଙ୍ଗ ନୁହେଁ ବିଲ୍ଡିଂ ସିଫ୍ଟିଙ୍ଗ । ପ୍ରଶସ୍ତୀକରଣ ପାଇଁ ଭାଙ୍ଗିବାକୁ ଥିବା ଗୋଟେ କି ଦୁଇଟି ନୁହେଁ ବରଂ ତିନିଟି କୋଠାକୁ ଏବେ ଚଲାଇ ଚଲାଇ ଦୂରକୁ ନିଆଯାଇଛି । ଲୋକେ ନିଜର ସ୍ୱପ୍ନର ଘରକୁ ବଞ୍ଚାଇ ପାରିଛନ୍ତି ।