Hrithik Roshan: ହ୍ରିତିକ ରୋଶନଙ୍କ ଏକ୍ସ-ୱାଇଫ୍ କହିଲେ “ମୁଁ ସାରା ଜୀବନ ଏହା ହିଁ ଚାହୁଁଛି…”
ସୁଜୈନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ କିଛି ସୁନ୍ଦର ମୁହୂର୍ତ୍ତର ଝଲକ ଦେଖାଇଛନ୍ତି, ଯେଉଁଥିରେ ସୁଜୈନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ୍ ଶେୟାର କରିଛନ୍ତି। ଏହି ପ୍ରେମୀ ଯୋଡିଙ୍କ ଛୁଟିଦିନର ଫଟୋ ମଧ୍ୟ ସେଥିରେ ରହିଛି।