Human Trafficking in Jaipur: ଏଠି ଶରୀରର ରଙ୍ଗ ଦେଖି ମଣିଷର ମୂଲ ଛିଣ୍ଡେ, ତା’ପରେ ନିଶା ଖୁଆଇ ଚାଲାଣ ହୁଏ !

ନାବାଳିକା ଓ ଯୁବତୀଙ୍କ ମୂଲ୍ୟ ସେମାନଙ୍କ ଶରୀରର ରଙ୍ଗ ଏବଂ ଗଠନ ଦେଖି ସ୍ଥିର ହୁଏ। ଏନଜିଓ ମାଧ୍ୟମରେ ଗ୍ରାହକଙ୍କ ସାମନାରେ ମୂଲ୍ୟ ଛିଣ୍ଡିବା ପରେ ବିବାହ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ ହୁଏ। ବାହାଘର ସମୟରେ ଯେଭଳି ସେମାନେ କୌଣସି ପ୍ରତିରୋଧ କରିବେ ନାହିଁ, ଏଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ମଧ୍ୟ କରାଯାଏ।

Human Trafficking in Jaipur: ଏଠି ଶରୀରର ରଙ୍ଗ ଦେଖି ମଣିଷର ମୂଲ ଛିଣ୍ଡେ, ତା’ପରେ ନିଶା ଖୁଆଇ ଚାଲାଣ ହୁଏ !
Array