Husband Killed Wife: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ

ସକାଳୁ ସକାଳୁ ଅମୂଲ୍ୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଦେଓଗାଁ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଥିଲା।

Husband Killed Wife: ଫୋନ୍‌ରେ ଗପୁଥିଲା ସ୍ତ୍ରୀ; ବେକକୁ ହାଣିଦେଲା ସ୍ୱାମୀ
Array