IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ ସଦସ୍ୟ। ଏଥିସହ ହାଇକୋର୍ଟ ବରିଷ୍ଠ ଆଇନଜୀବୀ କଳ୍ପନା ସଦସ୍ୟ। ଅବସରପ୍ରାପ୍ତ ଆଇଏଏସ ପବିତ୍ର ମଣ୍ଡଳ ମଧ୍ୟ ଏଥିରେ ସଦସ୍ୟ ଅଛନ୍ତି।