Idravati Dam: ଧିରେ ଧିରେ ପୋତି ହେଉଛି ଇଦ୍ରାବତୀ ଡ୍ୟାମ୍ ... କମୁଛି ଜଳଧାରଣ କ୍ଷମତା

1977 ରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ପଡିଥିବା ବେଳେ 1999 ରେ ଏହିପ୍ରକଳ୍ପରୁ ପ୍ରଥମ ଜଳସେଚନ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଏହା ୨୫ ବର୍ଷ ପୂରଣ କରିଛି । ହେଲେ ଏହି ମାଟିବନ୍ଧରୁ ବହୁମାତ୍ରାରେ ପାହାଡରୁ ମାଟି ପୋତି ହେଉଥିବାରୁ କ୍ରମାଗତ ଭାବେ ଏହାର ଜଳଧାରଣ କ୍ଷମତା କମୁଛି।

Idravati Dam: ଧିରେ ଧିରେ ପୋତି ହେଉଛି ଇଦ୍ରାବତୀ ଡ୍ୟାମ୍ ... କମୁଛି ଜଳଧାରଣ କ୍ଷମତା
Array